ଅର୍ଥ : ବଢ଼ିବା ବା ବଢ଼ାଯାଇଥିବା
ଉଦାହରଣ :
ସଂବର୍ଦ୍ଧନ ଗୃହରେ ବର୍ଦ୍ଧନଶୀଳ ଗଛର ଚାରା ରୋପଣ ଆବଶ୍ୟକ
ସମକକ୍ଷ : ସଂବର୍ଦ୍ଧିତ
ଅନ୍ୟ ଭାଷାରେ ଅନୁବାଦ :
बढ़ाया हुआ।
संवर्द्धन-गृह में संवर्द्धित पौधों का रोपण आवश्यक है।ଅର୍ଥ : ପାଳିବା ପୋଷିବା ଯୋଗ୍ୟ
ଉଦାହରଣ :
ତାଙ୍କ ଜୀବନ ବର୍ଦ୍ଧନଶୀଳ ଜୀବଗୁଡ଼ିକ ନିମନ୍ତେ ସମର୍ପିତ
ସମକକ୍ଷ : କ୍ରମବର୍ଦ୍ଧିଷ୍ଣୁ, ବର୍ଦ୍ଧନୀୟ, ବର୍ଧନୀୟ, ସଂବର୍ଦ୍ଧନୀୟ, ସଂବର୍ଧନୀୟ
ଅନ୍ୟ ଭାଷାରେ ଅନୁବାଦ :
पालने पोसने योग्य।
उनका जीवन संवर्द्धनीय जीवों के लिए समर्पित है।