ଅର୍ଥ : ଛନ୍ଦଶାସ୍ତ୍ର ଅନୁସାରେ ଲଘୁ ଗୁରୁର ଆଧାରରେ ତିନୋଟି ବର୍ଣ୍ଣର ସମୂହ
ଉଦାହରଣ :
ଗଣଙ୍କ ସଂଖ୍ୟା ଆଠବୋଲି ଧରାଯାଏ ଏବଂ ଏହା ବ୍ୟତୀତ ପାଞ୍ଚଟି ମାନ୍ତ୍ରିକ ଗଣ ଅଲଗା ଥାଏ
ସମକକ୍ଷ : ଗଣ
ଅନ୍ୟ ଭାଷାରେ ଅନୁବାଦ :
छंदशास्त्र के अनुसार लघु गुरु के आधार पर तीन वर्णों का समूह।
गणों की संख्या आठ मानी गई है और इसके अलावा पाँच मात्रिक गण अलग हैं।