ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରିଷ୍ଠ ଅଧିକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରିଷ୍ଠ ଅଧିକାରୀ   ବିଶେଷ୍ୟ

ଅର୍ଥ : ଉଚ୍ଚ ପଦରେ ଥିବା ଅଧିକାରୀ

ଉଦାହରଣ : ଆୟୋଗଦ୍ୱାରା ଉଚ୍ଚପଦାଧିକାରୀଙ୍କ ନିଯୁକ୍ତି ଚାଲିଛି

ସମକକ୍ଷ : ଉଚ୍ଚପଦାଧିକାରୀ


ଅନ୍ୟ ଭାଷାରେ ଅନୁବାଦ :

उच्च पद पर आसीन अधिकारी।

आयोग द्वारा उच्च पदाधिकारियों की नियुक्ति जारी है।
आला अफसर, आला अफ़सर, उच्च अधिकारी, उच्च पदाधिकारी, उच्चाधिकारी, वरिष्ठ अधिकारी

A worker who holds or is invested with an office.

functionary, official

ଅର୍ଥ : ଯେଉଁ ଅଧିକାରୀ କାର୍ଯ୍ୟାଳୟର କାମ ତଦାରଖ କରନ୍ତି

ଉଦାହରଣ : ରାଜ୍ୟ ପରିବହନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅବଧେଶ ଶର୍ମା


ଅନ୍ୟ ଭାଷାରେ ଅନୁବାଦ :

वह अधिकारी जो कार्यालय के कामकाज देखता हो।

जेट ट्रान्सपोर्ट कार्यालय के आधिकारिक प्रभारी अवधेश शर्मा हैं।
आधिकारिक प्रभारी

ଅର୍ଥ : ଯେଉଁ ଅଧିକାରୀ କୌଣସି ଉଚ୍ଚ ପଦରେ ଅଧିଷ୍ଠିତ

ଉଦାହରଣ : ତାଙ୍କର ବଡ଼ ଭାଇ ରାଜସ୍ୱ ବିଭାଗରେ ଉଚ୍ଚ ଅଧିକାରୀ ଅଛନ୍ତି

ସମକକ୍ଷ : ଉଚ୍ଚ ଅଧିକାରୀ, ଉଚ୍ଚାଧିକାରୀ