ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରଣମାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରଣମାଳା   ବିଶେଷ୍ୟ

ଅର୍ଥ : ଯେଉଁ ବିଧିରେ ବର-କନ୍ୟା ପରସ୍ପରଙ୍କ ଗଳାରେ ମାଳ ଦିଆନିଆ କରନ୍ତି

ଉଦାହରଣ : ବରଣମାଳା ସଂଧ୍ୟା ସାତଟା ବେଳେ ଅନୁଷ୍ଠିତ ହେବ

ସମକକ୍ଷ : ବରମାଲ୍ୟ, ମାଲ୍ୟାର୍ପଣ


ଅନ୍ୟ ଭାଷାରେ ଅନୁବାଦ :

वह रस्म जिसमें वर-वधू एक-दूसरे के गले में माला डालते हैं।

वरमाला शाम सात बजे होगी।
वरमाल, वरमाला

ଅର୍ଥ : କନ୍ୟା ନିଜର ଭାବୀ ସ୍ୱାମୀଙ୍କୁ ଯେଉଁ ମାଳା ପିନ୍ଧାଏ

ଉଦାହରଣ : ସୀତା ରାମଙ୍କ ଗଳାରେ ବରଣମାଳା ପିନ୍ଧାଇଦେଲେ


ଅନ୍ୟ ଭାଷାରେ ଅନୁବାଦ :

वह माला जिसे कन्या अपने भावी पति को पहनाती है।

सीता ने राम के गले में जयमाला डाल दी।
जय-माल, जयमाल, जयमाला, वरमाल, वरमाला