ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଧୁକର ମକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଧୁକର ମକ୍ଷୀ   ବିଶେଷ୍ୟ

ଅର୍ଥ : ବନ୍ଧୁକ ଆଗର ଉପରକୁ ଉଠିଆସିଥିବା ଅଂଶ ଯାହା ସାହାଯ୍ୟରେ ଲକ୍ଷ୍ୟ ସାଧନ କରାଯାଏ

ଉଦାହରଣ : ସିପାହୀର ଦୃଷ୍ଟି ବନ୍ଧୁକର ମକ୍ଷୀ ଉପରେ କେନ୍ଦ୍ରୀଭୂତ ହୋଇଛି

ସମକକ୍ଷ : ମକ୍ଷୀ


ଅନ୍ୟ ଭାଷାରେ ଅନୁବାଦ :

बंदूक के अगले भाग में वह उभरा हुआ अंश जिसकी सहायता से निशाना साधा जाता है।

सिपाही की दृष्टि मक्खी पर केन्द्रित है।
बंदूक की मक्खी, मक्खी

A sight used for aiming a gun.

gun-sight, gunsight