ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଧୁକର ନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଧୁକର ନଳୀ   ବିଶେଷ୍ୟ

ଅର୍ଥ : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ

ଉଦାହରଣ : ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା

ସମକକ୍ଷ : ନଳୀ


ଅନ୍ୟ ଭାଷାରେ ଅନୁବାଦ :

बंदूक का वह अगला भाग जिसमें से होकर गोली निकलती है।

गोली चलने के बाद नली से धुआँ निकल रहा था।
नली, नाल, बंदूक की नली

A tube through which a bullet travels when a gun is fired.

barrel, gun barrel