ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନୀକରଣ   ବିଶେଷ୍ୟ

ଅର୍ଥ : ଜଙ୍ଗଲ ରୋପଣ ବା ଜଙ୍ଗଲ ଦ୍ବାରା ଆଚ୍ଛାଦିତ କରିବାର କ୍ରିୟା

ଉଦାହରଣ : ସୁଖରେ ବଞ୍ଚିବାର ଉତ୍ତମ ଉପାୟ ହେଉଛି ବନୀକରଣ

ସମକକ୍ଷ : ବନରୋପଣ, ବୃକ୍ଷରୋପଣ


ଅନ୍ୟ ଭାଷାରେ ଅନୁବାଦ :

वन लगाने या वन से आच्छादित करने की क्रिया।

वनरोपण सूखे से बचने का उत्तम उपाय है।
वनरोपण, वनाच्छादन

The conversion of bare or cultivated land into forest (originally for the purpose of hunting).

afforestation

ଅର୍ଥ : ଗଛଲତା ଆଦି ରୋପଣ କରିବା ପ୍ରକ୍ରିୟା

ଉଦାହରଣ : ପ୍ରଦୂଷଣ ରୋକିବାପାଇଁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ଆବଶ୍ୟକ

ସମକକ୍ଷ : ବୃକ୍ଷରୋପଣ


ଅନ୍ୟ ଭାଷାରେ ଅନୁବାଦ :

पेड़-पौधे आदि लगाने की क्रिया।

प्रदूषण रोकने के लिए बड़े पैमाने पर वृक्षारोपण करने की आवश्यकता है।
वृक्षारोपण

The act of planting or setting in the ground.

implantation