ଅର୍ଥ : କୁଖ୍ୟାତ ହେବା ଅବସ୍ଥା ବା ଭାବ
ଉଦାହରଣ :
ଡାକୁ ରୂପରେ ରତ୍ନାକରକୁ ଯେତିକି ଅପଯଶ ମିଳିଥିଲା ତା ଠାରୁ ଅଧିକ ବାଲ୍ମୀକି ରୂପରେ ପ୍ରସିଦ୍ଧି ମିଳିଥିଲା
ସମକକ୍ଷ : ଅପକୀର୍ତି, ଅପଯଶ, ଅଯଶ, କୁଖ୍ୟାତି, ଦୁର୍ନାମ
ଅନ୍ୟ ଭାଷାରେ ଅନୁବାଦ :
कुख्यात होने की अवस्था या भाव।
डाकू के रूप में रत्नाकर को जितनी बदनामी मिली,उससे अधिक ऋषि वाल्मीकि के रूप में प्रसिद्धि।A state of extreme dishonor.
A date which will live in infamy.ଅର୍ଥ : ଖରାପ ସ୍ୱଭାବବାଲା
ଉଦାହରଣ :
କୁସ୍ୱଭାବୀ ବ୍ୟକ୍ତିର ସାଥୀ ହୁଅନାହିଁ
ସମକକ୍ଷ : କୁସ୍ୱଭାବୀ, ଦୁଃଶୀଳ, ବଦମାସ୍, ମନ୍ଦବୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
Having an irritable and unpleasant disposition.
ill-natured