ଅର୍ଥ : ବାହାରେ ଥିବା ଖୁଣ୍ଟ ଯେଉଁଥିରେ କୌଣସି ବଲ୍ବ ଆଦି ଲାଗିଥାଏ
ଉଦାହରଣ :
ସଡକର କଡରେ ଥିବା ବତୀଖୁଣ୍ଟର ତଳେ ଠିଆ ହୋଇ ସେହି ଦୁଇଜଣ କଥାବାର୍ତ୍ତା କରୁଛନ୍ତି
ସମକକ୍ଷ : ବତୀଖୁଣ୍ଟ, ଲ୍ୟାମ୍ଫ ପୋଷ୍ଟ, ଲ୍ୟାମ୍ଫପୋଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
वह बाहरी खंभा आदि जिस पर कोई बल्ब आदि लगा हो।
वे दोनों सड़क के किनारे लगे बिजली के खंभे के नीचे खड़े होकर बात-चीत कर रहे हैं।A metal post supporting an outdoor lamp (such as a streetlight).
lamppost