ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଡି ବିଲ୍ଡିଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଡି ବିଲ୍ଡିଙ୍ଗ   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ ଉପାୟରେ ଶରୀରକୁ ପୁଷ୍ଟ କରିବାର କ୍ରିୟା

ଉଦାହରଣ : ଆଜିକାଲି ବଡି ବିଲ୍ଡିଙ୍ଗ ପାଇଁ ଯୁବଗୋଷ୍ଠୀ ଜିମ୍‌କୁ ଯାଉଛନ୍ତି

ସମକକ୍ଷ : ଶରୀର ସୌଷ୍ଠବ


ଅନ୍ୟ ଭାଷାରେ ଅନୁବାଦ :

एक विशेष तरीके से शरीर को पुष्ट करने की क्रिया।

आजकल युवा बॉडी बिल्डिंग के लिए जिम जा रहे हैं।
बाडी बिल्डिंग, बॉडी बिल्डिंग, शरीर सौष्टव

Exercise that builds muscles through tension.

anaerobic exercise, bodybuilding, muscle building, musclebuilding