ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଟୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଟୁଆ   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ମୁଣିରେ ଚୂନ, ଗୁଣ୍ଡି ଓ ଗୁଆ ଆଦି ରଖନ୍ତି

ଉଦାହରଣ : ମୋହନ ବଟୁଆରୁ ଗୁଣ୍ଡି ବାହାର କରି ଖାଉଛି


ଅନ୍ୟ ଭାଷାରେ ଅନୁବାଦ :

वह छोटी थैली जिसमें चूना, तंबाकू, सुपारी आदि रखते हैं।

मोहन पोतिया में से तंबाकू निकाल कर खा रहा है।
पोतिया

ଅର୍ଥ : ଅନେକ କୋଠରି ଥିବା ଏକ ପ୍ରକାର ଛୋଟ ଥଳି

ଉଦାହରଣ : ମୋ ବଟୁଆରେ ମାତ୍ର ଶହେ ଟଙ୍କା ଅଛି

ସମକକ୍ଷ : ପର୍ସ


ଅନ୍ୟ ଭାଷାରେ ଅନୁବାଦ :

कई खानों वाली एक प्रकार की छोटी थैली।

मेरे बटुए में मात्र सौ रुपये हैं।
धुकड़ी, पर्स, बटुआ, बटुवा

A pocket-size case for holding papers and paper money.

billfold, notecase, pocketbook, wallet