ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଟାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଟାଳି   ବିଶେଷ୍ୟ

ଅର୍ଥ : ବଢ଼େଇଙ୍କର ଗୋଟିଏ ହତିଆର

ଉଦାହରଣ : ବଢ଼େଇ ନିଜ ପୁଟୁଳିରୁ ବଟାଳି ବାହାର କରୁଛି


ଅନ୍ୟ ଭାଷାରେ ଅନୁବାଦ :

बढ़इयों का एक औजार।

बढ़ई अपने झोले में से बटाली निकाल रहा है।
बटाली

ଅର୍ଥ : ଏକ ପ୍ରକାରର ଛୋଟ ବଟାଳି

ଉଦାହରଣ : ବଢ଼େଇ ବଟାଳିଦ୍ୱାରା କାଠ ଉପରେ ଚିତ୍ରାଙ୍କନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की छोटी रुखानी।

बढ़ई पतासी से लकड़ी पर नक्काशी कर रहा है।
पतासी