ଅର୍ଥ : ମୃତ ଶରୀରରେ ଜୀବନ ଦେବା
ଉଦାହରଣ :
କାହାଣୀ ଶେଷରେ ମହାତ୍ମା ମୃତବ୍ୟକ୍ତିକୁ ବଞ୍ଚାଇଲେ
ସମକକ୍ଷ : ଜିଆଇଁବା, ପ୍ରାଣସଞ୍ଚାର କରିବା
ଅନ୍ୟ ଭାଷାରେ ଅନୁବାଦ :
मृत शरीर में जान डालना।
कहानी के अंत में महात्माजी ने मरे व्यक्ति को जीवित किया।ଅର୍ଥ : ବଞ୍ଚିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ମରିବାକୁଥିବା ସିଂହଟିକୁ କିଏ ବଞ୍ଚାଇବ
ସମକକ୍ଷ : ଜୀଆଁଇବା, ଜୀବନ୍ତକରାଇବା, ଜୀବିତକରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
ଉଦାହରଣ :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
ସମକକ୍ଷ : ରକ୍ଷାକରିବା, ସଂରକ୍ଷିତ କରିବା, ସୁରକ୍ଷିତ ରଖିବା
ଅନ୍ୟ ଭାଷାରେ ଅନୁବାଦ :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.ଅର୍ଥ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
ଉଦାହରଣ :
ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
ଅନ୍ୟ ଭାଷାରେ ଅନୁବାଦ :