ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଙ୍କୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଙ୍କୁଲି   ବିଶେଷ୍ୟ

ଅର୍ଥ : ଚାରିପାଞ୍ଚ ହାତ ଲମ୍ବା ବଙ୍କା କାଠ ଯେଉଁଥିରେ କୃଷକ ଖଳାରେ କଟା ଫସଲକୁ ଆବଶ୍ୟକ ସ୍ଥଳେ ଓଲଟପାଲଟ କରିଥାଏ

ଉଦାହରଣ : କୃଷକ କଟା ଫସଲ ଶୁଖାଇବାପାଇଁ ବଙ୍କୁଲିରେ ଉପର ତଳ କରୁଛି

ସମକକ୍ଷ : ବଙ୍କୁଲି ବାଡ଼ି


ଅନ୍ୟ ଭାଷାରେ ଅନୁବାଦ :

चार पाँच हाथ लंबी टेढ़ी लकड़ी जिससे किसान खलिहान में कटी फसल को आवश्यकता पड़ने पर उलटता-पलटता है।

किसान कटी हुई फसल को सूखने के लिए अखैनी से नीचे-ऊपर कर रहा है।
अखैनी, जेली, पाँचा

A long-handled hand tool with sharp widely spaced prongs for lifting and pitching hay.

pitchfork

ଅର୍ଥ : ଯେଉଁ ବାଡ଼ିର ମୁଣ୍ଡ ବଙ୍କା

ଉଦାହରଣ : ଜେଜେ ବଙ୍କୁଲିବାଡ଼ି ଧରି ଚାଲନ୍ତି

ସମକକ୍ଷ : ବଙ୍କୁଲାବାଡ଼ି, ବଙ୍କୁଲିବାଡ଼ି


ଅନ୍ୟ ଭାଷାରେ ଅନୁବାଦ :

वह छड़ी जिसका सिरा झुका हुआ हो।

दादाजी कुबड़ी लेकर चलते हैं।
कुबड़ी