ଅର୍ଥ : ଘାଆ ପୂରିବା ସମୟରେ କ୍ଷତ ଉପରେ ଦେଖାଯାଉଥିବା ଲାଲ ଅଂଶ
ଉଦାହରଣ :
ସେ ଡେଟଲମିଶା ଉଷୁମ ପାଣିରେ ବକଳା ଛଡ଼ା ଘାଆକୁ ଧୋଇ ତା ଉପରେ ମଲମ ଲଗାଇଲେ
ଅନ୍ୟ ଭାଷାରେ ଅନୁବାଦ :
घाव भरने के समय दिखाई पड़ने वाले लाल दाने।
उसने डिटाल डले गुनगुने पानी से अंगूर को धो कर उस पर मलहम लगाया।