ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକଲ   ବିଶେଷ୍ୟ

ଅର୍ଥ : ଲୁହା, ପିତ୍ତଳ ଆଦି ଧାତୁରେ ତିଆରି ହୋଇଥିବା ଅଙ୍କୁଶଲଗା ମୁଦିଆ ଯାହା କୌଣସି ବନ୍ଧନର ଦୁଇପ୍ରାନ୍ତକୁ ଯୋଡ଼ି ରଖିବା କାର୍ଯ୍ୟରେ ବ୍ୟବହାର କରାଯାଏ

ଉଦାହରଣ : ବ୍ୟାଗରେ ଜିନିଷପତ୍ର ଅଧିକ ହେବାରୁ ତାର ବକଲ ବନ୍ଦ ହେଉନାହିଁ


ଅନ୍ୟ ଭାଷାରେ ଅନୁବାଦ :

लोहे,पीतल आदि का बना हुआ अँकुशीदार छल्ला जो किसी बंधन के दोनों छोरों को मिलाये रखने या कसने के काम में लाया जाता है।

बैग में सामानों की अधिकता होने के कारण बकलस बंद नहीं हो रहा है।
पट्टबंध, बकल, बकलस, बकसुआ, बकसुवा, बक्कल

Fastener that fastens together two ends of a belt or strap. Often has loose prong.

buckle