ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଇଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଇଠା   ବିଶେଷ୍ୟ

ଅର୍ଥ : ଯେଉଁ କାଠଗଣ୍ଡିଉପରେ କମାର, ବଢ଼େଇ ଆଦି କୌଣସି ଜିନିଷ କାଟିବା, ଛେଲିବା, ବା ଗଢ଼ିବା କାମ କରନ୍ତି

ଉଦାହରଣ : କମାର ବଇଠା ଉପରେ କଡ଼େଇ ରଖି ପିଟୁଛି


ଅନ୍ୟ ଭାଷାରେ ଅନୁବାଦ :

लकड़ी का वह कुंदा जिसपर लोहार,बढ़ई आदि कोई चीज़ काटते,छीलते या गढ़ते हैं।

लोहार ठीहे पर रखकर कढ़ाई पीट रहा है।
अचैना, ठीहा, ठेहा, निहठा