ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଂଶରଆରାଧ୍ୟ ଦେବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ଦେବୀଙ୍କ ପୂଜା କୌଣସି କୁଳ ପରମ୍ପରା ଅନୁସାରେ ହୋଇଆସୁଛି

ଉଦାହରଣ : ମା’ ଦୁର୍ଗା ହେଉଛନ୍ତି ଆମର ଇଷ୍ଟଦେବୀ

ସମକକ୍ଷ : ଇଷ୍ଟ ଠାକୁରାଣୀ, ଇଷ୍ଟଦେବୀ, କୁଳଦେବୀ


ଅନ୍ୟ ଭାଷାରେ ଅନୁବାଦ :

वह देवी जिसकी पूजा किसी कुल में परम्परा से होती आई हो।

माँ दुर्गा हमारी इष्ट देवी हैं।
अधिदेवी, अधिष्ठात्री देवी, इष्ट देवी, इष्टदेवी, कुल देवी, कुलदेवी

A female deity.

goddess