ଅର୍ଥ : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା
ଉଦାହରଣ :
ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ
ସମକକ୍ଷ :
ଘୋଳିବା, ମିଶିବା, ମିଶ୍ରଣ
ଅନ୍ୟ ଭାଷାରେ ଅନୁବାଦ :
किसी ठोस का किसी द्रव में घुलकर मिलने की क्रिया।
ठंडे जल की अपेक्षा गरम जल में चीनी का घुलन बहुत जल्दी होता है।
घुलन,
घुलना