ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଙ୍ଗା ହୋଇଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପକାଇ ଦିଆଯାଇଥିବା

ଉଦାହରଣ : ଫିଙ୍ଗା ହୋଇଥିବା ଫଳକୁ ପିଲାମାନେ ଉଠାଇ ଖାଉଛନ୍ତି

ସମକକ୍ଷ : ଫୋପଡ଼ା ହୋଇଥିବା


ଅନ୍ୟ ଭାଷାରେ ଅନୁବାଦ :

गिराया हुआ।

बच्चे अपक्षिप्त फलों को उठा कर खा रहे हैं।
अपक्षिप्त