ଅର୍ଥ : ଫାଟିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
ଉଦାହରଣ :
ଏହି ଢୋଲ ଫାଟିଗଲା
ସମକକ୍ଷ : ଫୁଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା
ଉଦାହରଣ :
ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ
ଅର୍ଥ : ଅତ୍ୟଧିକ ପୀଡ଼ା ହେବା
ଉଦାହରଣ :
ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
ଉଦାହରଣ :
ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।
उसका झोला फट गया और सारा समान रास्ते में बिखर गया।ଅର୍ଥ : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା
ଉଦାହରଣ :
ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ
ଅନ୍ୟ ଭାଷାରେ ଅନୁବାଦ :
सूखने या सिकुड़ने के कारण चिटकना या फटना।
जाड़े के दिनों में तेल आदि न लगाने से त्वचा चर्राती है।