ଅର୍ଥ : ବିଶେଷ ରୂପରେ ଫଳ ନିମନ୍ତେ ପ୍ରସିଦ୍ଧ ହୋଇଥିବା ଗଛ
ଉଦାହରଣ :
ଆମ୍ବ,କଦଳୀ,ଅଙ୍ଗୁରଆଦି ଫଳନ୍ତି ଗଛ
ସମକକ୍ଷ : ଫଳଦାର ଗଛ
ଅନ୍ୟ ଭାଷାରେ ଅନୁବାଦ :
वह वृक्ष जो विशेष रूप से फल के लिए ही जाना जाता हो।
आम,केला,अंगूर आदि फलदार पेड़ हैं।Tree bearing edible fruit.
fruit tree