ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଡ଼ିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଡ଼ିଶା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନର ପାଖାପାଖି ସ୍ଥାନ

ଉଦାହରଣ : ସେ ମୋ ପଡ଼ିଶାଘରେ ରହୁଛି

ସମକକ୍ଷ : ପ୍ରତିବେଶୀ, ପଡ଼ୋଶୀ


ଅନ୍ୟ ଭାଷାରେ ଅନୁବାଦ :

किसी स्थान के आसपास का स्थान।

वह मेरे पड़ोस में रहता है।
अंतिकता, अन्तिकता, पड़ोस, परोस, प्रतिवेश

A surrounding or nearby region.

The plane crashed in the vicinity of Asheville.
It is a rugged locality.
He always blames someone else in the immediate neighborhood.
I will drop in on you the next time I am in this neck of the woods.
locality, neck of the woods, neighborhood, neighbourhood, vicinity

ଅର୍ଥ : ପଡ଼ିଶାରେ ରହୁଥିବା ଲୋକ ବା ଯାହାଙ୍କ ଘର ନିଜ ଘର ପାଖରେ ଥାଏ

ଉଦାହରଣ : ସୀତା ମୋର ପଡ଼ୋଶୀ

ସମକକ୍ଷ : ପ୍ରତିବେଶୀ, ପଡ଼ିସା, ପଡ଼ୋଶୀ, ପଡ଼ୋସୀ


ଅନ୍ୟ ଭାଷାରେ ଅନୁବାଦ :

पड़ोस में रहनेवाली या जिसका घर अपने घर के पास हो।

सीता मेरी पड़ोसिन है।
पड़ोसन, पड़ोसिन, परोसन