ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ୟାଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ୟାଣ୍ଟ   ବିଶେଷ୍ୟ

ଅର୍ଥ : ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା

ଉଦାହରଣ : ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ

ସମକକ୍ଷ : ପାଇଜାମା


ଅନ୍ୟ ଭାଷାରେ ଅନୁବାଦ :

वह अँग्रेजी ढंग का पायजामा जिसमें मियानी नहीं लगाई जाती और जो बटन से बंद किया जाता है।

जाड़े के दिनों में ऊनी पतलून पहनना अच्छा होता है।
पतलून, पैंट, पैन्ट