ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ଲାଷ୍ଟିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ଲାଷ୍ଟିକ   ବିଶେଷ୍ୟ

ଅର୍ଥ : କୃତ୍ରିମ ବା ଅର୍ଦ୍ଧ କୃତ୍ରିମ ରୀତିଦ୍ୱାରା ତିଆରିହୋଇଥିବା ଏକ ପଦାର୍ଥ

ଉଦାହରଣ : ସରକାର ପ୍ଲାଷ୍ଟିକ ତିଆରି ମୁଣିଗୁଡ଼ିକର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାରେ ସକ୍ଷମ ହୋଇପାରିନାହାନ୍ତି


ଅନ୍ୟ ଭାଷାରେ ଅନୁବାଦ :

कृत्रिम या अर्द्ध कृत्रिम रीति से बनाया गया एक पदार्थ।

सरकार प्लास्टिक से बने थैलों के उपयोग पर रोक लगाने में सक्षम नहीं हो पाई है।
प्लास्टिक

Generic name for certain synthetic or semisynthetic materials that can be molded or extruded into objects or films or filaments or used for making e.g. coatings and adhesives.

plastic