ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୋତ୍ସାହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୋତ୍ସାହକ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି କୌଣସି କାମ କରିବାପାଇଁ ପ୍ରେରଣା ଦିଅନ୍ତି

ଉଦାହରଣ : କେତେକ ପ୍ରୋତ୍ସାହକଙ୍କ ଯୋଗୁଁ ମୁଁ ଆଜି ଏଠି ପହଞ୍ଚିପାରିଛି


ଅନ୍ୟ ଭାଷାରେ ଅନୁବାଦ :

वह जो प्रेरणा दे या किसी काम में प्रवृत करे "कई प्रेरकों की प्रेरणाओं ने मुझे यहाँ तक पहुँचाया है ।"।

प्रेरक

A nonspecific agent that imparts motion.

Happiness is the aim of all men and the motor of all action.
motor

ପ୍ରୋତ୍ସାହକ   ବିଶେଷଣ

ଅର୍ଥ : ଉତ୍ସାହ ବଢ଼େଇବା ଲୋକ

ଉଦାହରଣ : ପ୍ରୋତ୍ସାହକ ବ୍ୟକ୍ତି ନିଜଦଳକୁ ପ୍ରୋତ୍ସାହିତ କରୁଥିଲେ

ସମକକ୍ଷ : ପ୍ରୋତ୍ସାହନକାରୀ


ଅନ୍ୟ ଭାଷାରେ ଅନୁବାଦ :

उत्साह बढ़ानेवाला।

प्रोत्साहक व्यक्ति अपने दल को प्रोत्साहित कर रहा था।
प्रोत्साहक

Giving courage or confidence or hope.

Encouraging advances in medical research.
encouraging