ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୋଟେଷ୍ଟାଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୋଟେଷ୍ଟାଣ୍ଟ   ବିଶେଷ୍ୟ

ଅର୍ଥ : ରୋମାନ କ୍ୟାଥୋଲିକ ଚର୍ଚ୍ଚର ମାନ୍ୟତାସବୁକୁ ମାନୁନଥିବା ଖ୍ରୀଷ୍ଟିୟାନ

ଉଦାହରଣ : ପ୍ରୋଟେଷ୍ଟାଣ୍ଟ ହେଉ ବା କ୍ୟାଥୋଲିକ ହେଉ, ତାର କୌଣସି ନା କୌଣସି ଚର୍ଚ୍ଚ ସହିତ ସଂପର୍କ ଥାଏ


ଅନ୍ୟ ଭାଷାରେ ଅନୁବାଦ :

रोमन कैथोलिक चर्च की मान्यताओं को न मानने वाले ईसाई।

चाहे कोई प्रोटेस्टेंट हो या कैथोलिक उसे किसी न किसी चर्च से जुड़ा रहना होता है।
प्रोटेस्टेंट

An adherent of Protestantism.

protestant

ଅର୍ଥ : ପ୍ରୋଟେଷ୍ଟାଣ୍ଟ ମତ ସମ୍ବନ୍ଧୀୟ ବା ପ୍ରୋଟେଷ୍ଟାଣ୍ଟର

ଉଦାହରଣ : କ୍ୟାଥୋଲିକ ମତକୁ ମାନୁ ନ ଥିବା ଲୋକଙ୍କୁ ପ୍ରୋଟେଷ୍ଟାଣ୍ଟ କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

प्रोटेस्टेंट मत संबंधी या प्रोटेस्टेंट का।

कैथोलिक मत को न मानने वाले को प्रोटेस्टेंट मतानुयायी कहा गया।
प्रोटेस्टेंट

Of or relating to Protestants or Protestantism.

Protestant churches.
A Protestant denomination.
protestant