ଅର୍ଥ : ଖାଦ୍ୟ ପ୍ରସ୍ତୁତ ହେଉଥିବା ଯେଉଁ ଉପକରଣଟିରେ ବାଷ୍ପର ଚାପଦ୍ୱାରା ଶୀଘ୍ର ଖାଦ୍ୟ ପ୍ରସ୍ତୁତ ହୁଏ
ଉଦାହରଣ :
କୁକର୍ରେ ଖାଦ୍ୟ ପ୍ରସ୍ତୁତ କରାଯିବାଦ୍ୱାରା ଇନ୍ଧନ କମ୍ ଖର୍ଚ୍ଚ ହୋଇଥାଏ
ସମକକ୍ଷ : କୁକର୍
ଅନ୍ୟ ଭାଷାରେ ଅନୁବାଦ :
खाना बनाने का एक उपकरण जिसमें भाप के दबाव से खाना जल्दी बनता है।
कुकर में खाना बनाने से ईंधन की बचत होती है।Autoclave for cooking at temperatures above the boiling point of water.
pressure cooker