ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରେରଣାଦାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରେରଣାଦାୟକ   ବିଶେଷଣ

ଅର୍ଥ : ଯାହାଙ୍କଠାରୁ ପ୍ରେରଣା ମିଳେ ବା ପ୍ରେରଣା ଦେଲାଲୋକ

ଉଦାହରଣ : ଶିକ୍ଷକଙ୍କ ପ୍ରେରଣାଦାୟକ କଥା ଶୁଣି ହିଁ ସେ ମନ ଲଗାଇ ପାଠ ପଢ଼ିଲା

ସମକକ୍ଷ : ପ୍ରେରଣାତ୍ମକ, ପ୍ରେରଣାସ୍ପଦ


ଅନ୍ୟ ଭାଷାରେ ଅନୁବାଦ :

जिससे प्रेरणा मिले या प्रेरणा देनेवाला।

गुरुजी की प्रेरणादायक बातें सुनते ही वह मन लगाकर पढ़ने लगा।
प्रेरणाजन्य, प्रेरणात्मक, प्रेरणादायक, प्रेरणास्पद

Imparting a divine influence on the mind and soul.

inspirational

ଅର୍ଥ : ଯାହା କୌଣସି କାମ କରିବାପାଇଁ ପ୍ରେରଣା ଦିଏ

ଉଦାହରଣ : ଏହି ପୁସ୍ତକରେ କେତେକ ପ୍ରେରଣାଦାୟକ ପ୍ରସଙ୍ଗ ରହିଛି


ଅନ୍ୟ ଭାଷାରେ ଅନୁବାଦ :

जो प्रेरणा दे या किसी काम में प्रवृत करे।

इस पुस्तक में कई प्रेरक प्रसंग हैं।
कई प्रेरकों की प्रेरणाओं ने मुझे यहाँ तक पहुँचाया है।
प्रेरक

Stimulating or exalting to the spirit.

inspiring