ଅର୍ଥ : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
ଉଦାହରଣ :
ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
ଉଦାହରଣ :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ଗୋତ୍ରକାର ଋଷି
ଉଦାହରଣ :
ପ୍ରାନ୍ତଙ୍କ ବର୍ଣ୍ଣନା ପୁରାଣରେ ମିଳେ
ସମକକ୍ଷ : ପ୍ରାନ୍ତ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage