ଅର୍ଥ : କୌଣସି ମହାବିଦ୍ୟାଳୟରେ ପଢ଼ାଉଥିବା ଅଧ୍ୟାପିକା
ଉଦାହରଣ :
ହିନ୍ଦୀ ପଢ଼ାଇବାପାଇଁ ଜଣେ ନୂଆ ପ୍ରାଧ୍ୟାପିକା ଆସିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
विशेषतः वह अध्यापिका जो किसी महाविद्यालय आदि में पढ़ाती हो।
हिंदी पढ़ाने के लिए एक नई प्राध्यापिका आई हैं।