ଅର୍ଥ : ଦିନ ହେବାର ସମୟ
ଉଦାହରଣ :
ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା
ସମକକ୍ଷ : ପ୍ରତ୍ୟୁଷ, ପ୍ରଭାତ, ପ୍ରାତଃକାଳ, ସକାଳ
ଅନ୍ୟ ଭାଷାରେ ଅନୁବାଦ :
दिन निकलने का समय।
सुबह होते ही किसान खेत की ओर चल दिया।The first light of day.
We got up before dawn.