ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଣପ୍ରତିଷ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଣପ୍ରତିଷ୍ଠା   ବିଶେଷ୍ୟ

ଅର୍ଥ : କୌଣସି ନୂଆ ମୂର୍ତ୍ତି ପ୍ରତିଷ୍ଟା କରିବା ସମୟରେ ମନ୍ତ୍ରଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା ବା ଆରୋପ କରିବାର ପ୍ରକ୍ରିୟା

ଉଦାହରଣ : ଆଜି ମନ୍ଦିରରେ ଦେବୀଙ୍କ ପ୍ରାଣପ୍ରତିଷ୍ଠା କରାଯିବ


ଅନ୍ୟ ଭାଷାରେ ଅନୁବାଦ :

कोई नई मूर्ति स्थापित करते समय मंत्रों द्वारा उसमें प्राणों की प्रतिष्ठा या आरोप करने की क्रिया।

आज मंदिर में देवी की प्राणप्रतिष्ठा की जाएगी।
प्राण प्रतिष्ठा, प्राण-प्रतिष्ठा, प्राणप्रतिष्ठा

The prescribed procedure for conducting religious ceremonies.

ritual