ଅର୍ଥ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
ଉଦାହରଣ :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
ସମକକ୍ଷ : ଆୟୋଜନ କରିବା, ତିଆରି କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ଅନ୍ୟ ଭାଷାରେ ଅନୁବାଦ :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।ଅର୍ଥ : ଉଦ୍ୟତ ବା ପ୍ରସ୍ତୁତ ହେବା
ଉଦାହରଣ :
ସେ ଲଢ଼ାଇପାଇଁ ଉଦ୍ୟତହେଲା
ସମକକ୍ଷ : ଉଦ୍ୟତହେବା, ତତ୍ପର ହେବା
ଅନ୍ୟ ଭାଷାରେ ଅନୁବାଦ :