ଅର୍ଥ : ଯାହା କାମରେ ଆସିବାପାଇଁ ପୂରାପୂରି ଠିକ୍ ବା ଉପଯୁକ୍ତ ହୋଇଯାଇଛି
ଉଦାହରଣ :
ପ୍ରସ୍ତୁତ ଜିନିଷ ଗୋଦାମରେ ରଖାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Completely prepared or in condition for immediate action or use or progress.
Get ready.ଅର୍ଥ : କୌଣସି କାମ କରିବା ନିମନ୍ତେ ପ୍ରସ୍ତୁତ
ଉଦାହରଣ :
ମଞ୍ଜୁଳା କୌଣସି ବି କାମ କରିବା ନିମନ୍ତେ ସବୁ ବେଳେ ତତ୍ପର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Completely prepared or in condition for immediate action or use or progress.
Get ready.