ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରରୋଚିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରରୋଚିତ କରିବା   କ୍ରିୟାପଦ

ଅର୍ଥ : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଉତ୍ସାହିତ କରିବା

ଉଦାହରଣ : ହଳିଆ ରହିରହି ବଳଦକୁ ଆଗକୁ ଯିବାପାଇଁ ପ୍ରରୋଚିତ କରି ହୁଙ୍କାର ଛାଡ଼ୁଥିଲା

ସମକକ୍ଷ : ହୁଙ୍କାର ଛାଡ଼ିବା


ଅନ୍ୟ ଭାଷାରେ ଅନୁବାଦ :

कोई काम करने के लिए तेज आवाज में बोलकर उत्साहित करना।

हलवाहा रह रहकर बैलों को ललकार रहा था।
ललकारना

Shout, as if with joy or enthusiasm.

The children whooped when they were led to the picnic table.
whoop