ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମାଣକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମାଣକର୍ତ୍ତା   ବିଶେଷ୍ୟ

ଅର୍ଥ : ଯେଉଁଲୋକ କୌଣସି କଥା, କାମଆଦିକୁ ପ୍ରମାଣିତ କରେ

ଉଦାହରଣ : ପ୍ରମାଣକର୍ତ୍ତା ପ୍ରମାଣ କରିବା ପରେ ହିଁ ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଖୋଲାଯିବ


ଅନ୍ୟ ଭାଷାରେ ଅନୁବାଦ :

वह जो कोई बात, कार्य आदि को प्रमाणित करे।

प्रमाणकर्ता के प्रमाणित करने के बाद ही इस बैंक में आपका खाता खोला जायेगा।
अनुप्रमाणक, प्रमाण कर्ता, प्रमाणकर्ता, साक्ष्यांकक

(law) a person who attests to the genuineness of a document or signature by adding their own signature.

attestant, attestator, attestor, witness