ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବକ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବକ୍ତା   ବିଶେଷ୍ୟ

ଅର୍ଥ : କୌଣସି ବିଭାଗ ବା ସଂସ୍ଥା ତରଫରୁ ଅଧିକୃତ ରୂପରେ କିଛି ସୂଚନା ଦେବା ବ୍ୟକ୍ତି

ଉଦାହରଣ : ପାର୍ଟି ପ୍ରବକ୍ତାଙ୍କ କଥାରେ ପତ୍ରକାର ସନ୍ତୁଷ୍ଟ ହେଲେନାହିଁ


ଅନ୍ୟ ଭାଷାରେ ଅନୁବାଦ :

किसी विभाग या संस्था आदि की ओर से अधिकृत रूप में कोई बात कहने वाला व्यक्ति।

पार्टी प्रवक्ता की बातों से पत्रकार संतुष्ट नहीं हुए।
प्रवक्ता

A spokesperson (as a lawyer).

mouth, mouthpiece

ଅର୍ଥ : କୁଶଳ ବକ୍ତା

ଉଦାହରଣ : କୁଲକର୍ଣ୍ଣୀ ମହାଶୟ ଜଣେ ପ୍ରବକ୍ତା


ଅନ୍ୟ ଭାଷାରେ ଅନୁବାଦ :

कुशल वक्ता।

कुलकर्णीजी एक प्रवक्ता हैं।
प्रवक्ता