ଅର୍ଥ : କୌଣସି ସଭା, ସଂସ୍ଥା ଆଦିର ଯେଉଁ ମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟ
ଉଦାହରଣ :
ଆଜି ଏହି ସଂସ୍ଥାର ପଦାଧିକାରୀମାନଙ୍କ ନିର୍ବାଚନ ହେଲା ଓ ଦୀନଦୟାଲଜୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଗଲା
ଅର୍ଥ : କୌଣସି ଦେଶ ବା ରାଜ୍ୟର ଯେଉଁ ମନ୍ତ୍ରୀ ଅନ୍ୟ ସବୁ ମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟ ଓ ସେମାନଙ୍କ ନେତା
ଉଦାହରଣ :
ରାଜା ନିଜ ପ୍ରଧାନମନ୍ତ୍ରୀଙ୍କଠାରୁ ଉପଦେଶ ଗ୍ରହଣ କଲେ
ଅନ୍ୟ ଭାଷାରେ ଅନୁବାଦ :
प्राचीन काल में किसी राज्य या साम्राज्य के शासक द्वारा नियुक्त वह मंत्री जो और सब मंत्रियों में प्रधान या प्रमुख होता था।
राजा ने अपने प्रधानमंत्री से सलाह ली।ଅର୍ଥ : ମନ୍ତ୍ରୀମଣ୍ଡଳର ପ୍ରଧାନ ଯାହା ପ୍ରାୟତଃ ସଂସଦୀୟ ପ୍ରଜାତନ୍ତ୍ରର କାର୍ଯ୍ୟକାରିଣୀ ମଧ୍ୟ ହୋଇଥାନ୍ତି
ଉଦାହରଣ :
ଆମଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ
ସମକକ୍ଷ : ପିଏମ୍, ପ୍ରଧାନମଂତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
मंत्रिमण्डल का प्रधान जो प्रायः संसदीय प्रजातंत्र का कार्यकारिणी भी होता है।
हमारे देश के प्रथम प्रधानमंत्री पंडित जवाहर लाल नेहरू थे।A person appointed to a high office in the government.
Minister of Finance.