ଅର୍ଥ : ବାଣ୍ଟିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
The act of distributing or spreading or apportioning.
distributionଅର୍ଥ : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
ଉଦାହରଣ :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
ଅନ୍ୟ ଭାଷାରେ ଅନୁବାଦ :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।ଅର୍ଥ : ଉପଲବ୍ଧ ବା ସୁଲଭ କରିବା
ଉଦାହରଣ :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
ସମକକ୍ଷ : ଉପଲବ୍ଧ କରିବା, ଯୋଗାଇଦେବା
ଅନ୍ୟ ଭାଷାରେ ଅନୁବାଦ :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।ଅର୍ଥ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
ଉଦାହରଣ :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
ସମକକ୍ଷ : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ କିଛି ହସ୍ତଗତ କରାଇବା
ଉଦାହରଣ :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
ଅନ୍ୟ ଭାଷାରେ ଅନୁବାଦ :
Transfer possession of something concrete or abstract to somebody.
I gave her my money.