ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଦର୍ଶିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଦର୍ଶିତ   ବିଶେଷଣ

ଅର୍ଥ : ପ୍ରଦର୍ଶନୀରେ ରଖାଯାଇଥିବା

ଉଦାହରଣ : ପ୍ରଦର୍ଶିତ ବସ୍ତୁଗୁଡ଼ିକର ମୂଲ୍ୟ ବହୁତ ଅଧିକ ରଖାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

प्रदर्शनी में रखा हुआ।

प्रदर्शित वस्तुओं का मूल्य बहुत अधिक रखा गया है।
प्रदर्शित

ଅର୍ଥ : ଯାହା ପ୍ରଦର୍ଶନ କରାଯାଇଛି

ଉଦାହରଣ : ପ୍ରଦର୍ଶିତ ସାମଗ୍ରିଗୁଡ଼ିକ ବିକ୍ରିପାଇଁ ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

जिसका प्रदर्शन किया गया हो।

प्रदर्शित सामग्रियाँ बिक्री के लिए नहीं हैं।
आदर्शित, दिखलाया हुआ, प्रदर्शित

Having been demonstrated or verified beyond doubt.

demonstrated