ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଦର୍ଶନ   ବିଶେଷ୍ୟ

ଅର୍ଥ : ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା

ଉଦାହରଣ : ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା


ଅନ୍ୟ ଭାଷାରେ ଅନୁବାଦ :

वस्तु, शक्ति आदि दिखलाने की क्रिया।

राम मेले में हाथ से बनाई हुई वस्तुओं का प्रदर्शन कर रहा था।
निदर्शन, नुमाइश, प्रदर्शन, संवहन

Exhibiting openly in public view.

A display of courage.
display

ଅର୍ଥ : ଦେଖିବାର ଅବସ୍ଥା ବା ଭାବ

ଉଦାହରଣ : ଏହି ବସ୍ତୁ ପ୍ରଦର୍ଶନ ନିମନ୍ତେ ଭଲ

ସମକକ୍ଷ : ଦେଖାଣ


ଅନ୍ୟ ଭାଷାରେ ଅନୁବାଦ :

दिखने की अवस्था या भाव।

यह वस्तु दिखावट में अच्छी है।
दिखना, दिखावट

Physical appearance.

I don't like the looks of this place.
look