ଅର୍ଥ : ବିଚାରପାଇଁ କୌଣସି ତର୍କ ଉପସ୍ଥାପିତ କରୁଥିବା ଲୋକ
ଉଦାହରଣ :
ସବୁଲୋକ ବାଦୀର କଥା ଧ୍ୟାନରେ ଶୁଣୁଥିଲେ
ସମକକ୍ଷ : ଅଭିଯୋଗକାରୀ, ବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ପ୍ରତିଯୋଗିତାରେ ଭାଗ ନିଏ
ଉଦାହରଣ :
ଗେଡ଼ା ମୁଷ୍ଟିଯୋଦ୍ଧା ତାଙ୍କ ପ୍ରତିଯୋଗୀଙ୍କୁ ଧୂଳି ଚଟେଇଦେଲେ
ସମକକ୍ଷ : ପ୍ରତିଦ୍ୱନ୍ଦୀ
ଅନ୍ୟ ଭାଷାରେ ଅନୁବାଦ :
वह जो प्रतियोगिता करता है।
नाटे मुक्केबाज ने अपने प्रतियोगी को धूल चटा दी।The contestant you hope to defeat.
He had respect for his rivals.