ଅର୍ଥ : କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
ଉଦାହରଣ :
ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
ସମକକ୍ଷ : ପ୍ରତିମୂର୍ତ୍ତି, ମୂର୍ତ୍ତି
ଅନ୍ୟ ଭାଷାରେ ଅନୁବାଦ :
A sculpture representing a human or animal.
statueଅର୍ଥ : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି
ଉଦାହରଣ :
ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ
ସମକକ୍ଷ : ଦେବପ୍ରତିମା, ପ୍ରତିମୂର୍ତ୍ତି, ବିଗ୍ରହ, ମୂର୍ତ୍ତି
ଅନ୍ୟ ଭାଷାରେ ଅନୁବାଦ :
A material effigy that is worshipped.
Thou shalt not make unto thee any graven image.