ଅର୍ଥ : ଆଶାର ପ୍ରତିକୂଳ ଫଳ ବା ଘଟଣା
ଉଦାହରଣ :
ନିଜ କର୍ମର ବିପରୀତକୁ ସ୍ୱୀକାର କରିବା ହେଉଛି ଆମର ଭାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
ଉଦାହରଣ :
ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
ଅନ୍ୟ ଭାଷାରେ ଅନୁବାଦ :
Altogether different in nature or quality or significance.
The medicine's effect was opposite to that intended.ଅର୍ଥ : ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
ଉଦାହରଣ :
ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଅର୍ଥ କୌଣସି ଶବ୍ଦର ଅର୍ଥର ବିପରୀତ
ଉଦାହରଣ :
ଜଳର ବିଲୋମ ଶବ୍ଦ ଲେଖ
ଅନ୍ୟ ଭାଷାରେ ଅନୁବାଦ :