ଅର୍ଥ : କାହାଦ୍ୱାରା କରାଯାଉଥିବା ଅତ୍ୟାଚାର ସହ୍ୟ କରିବା
ଉଦାହରଣ :
ଇଂରେଜ ଶାସନ ସମୟରେ ଭାରତୀୟମାନେ ସବୁ କ୍ଷେତ୍ରରେ ବହୁତ ଅତ୍ୟାଚାର ସହୁଥିଲେ
ସମକକ୍ଷ : ଅତ୍ୟାଚାର ସହିବା, ଉତ୍ପୀଡ଼ନ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी के द्वारा किया जा रहा अत्याचार बरदाश्त करना।
अंग्रेजी शासन के समय भारतीयों ने हर क्षेत्र में बहुत ही अत्याचार सहे।