ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଣାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଣାମୀ   ବିଶେଷ୍ୟ

ଅର୍ଥ : ପ୍ରଣାମ କରୁଥିବା ବ୍ୟକ୍ତି

ଉଦାହରଣ : ପୁରୋହିତେ ପ୍ରଣାମୀକୁ ଆଶୀର୍ବାଦ ସହିତ ପ୍ରସାଦ ମଧ୍ୟ ଦେଲେ

ସମକକ୍ଷ : ପ୍ରଣାମକାରୀ


ଅନ୍ୟ ଭାଷାରେ ଅନୁବାଦ :

प्रणाम करनेवाला व्यक्ति।

महात्माजी ने प्रणामी को आशीर्वाद के साथ-साथ प्रसाद भी दिया।
प्रणामी, प्रनामी

A person who greets.

The newcomers were met by smiling greeters.
greeter, saluter, welcomer

ଅର୍ଥ : ଗୁରୁ, ବ୍ରାହ୍ମଣ,ସନ୍ଥଆଦିଙ୍କୁ ପ୍ରଣାମ ବା ଅଭିବାଦନ ସମୟରେ ଦିଆଯାଉଥିବା ଦକ୍ଷିଣା

ଉଦାହରଣ : ପଣ୍ଡିତଙ୍କୁ ବହୁତ ପ୍ରଣାମୀ ମିଳିଲା

ସମକକ୍ଷ : ଦକ୍ଷିଣା


ଅନ୍ୟ ଭାଷାରେ ଅନୁବାଦ :

वह दक्षिणा जो प्रणाम या अभिवादन करनेवाला गुरु, ब्राह्मण, संत आदि को देता है।

पंडितजी को बहुत सारी प्रणामी मिली।
प्रणामी, प्रनामी