ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଚ୍ଛଦପଟ ଗାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଚ୍ଛଦପଟ ଗାୟକ   ବିଶେଷ୍ୟ

ଅର୍ଥ : ଯେଉଁ ଗାୟକ ପରଦା ପଛରେ ବା ଆଢ଼ୁଆଳରେ ରହି ଗୀତ ଗାଏ ଏବଂ ଯାହା ଅନୁସାରେ ଅଭିନେତା ନିଜର ଭାବ ପ୍ରଦର୍ଶନ କରେ

ଉଦାହରଣ : କିଶୋର କୁମାର ଜଣେ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ଥିଲେ

ସମକକ୍ଷ : ପାର୍ଶ୍ୱଗାୟକ


ଅନ୍ୟ ଭାଷାରେ ଅନୁବାଦ :

वह गायक जो परदे के पीछे से या आड़ से गाता है और जिसके अनुसार अभिनेता अपना भाव दर्शाता हैं।

किशोर कुमार एक प्रसिद्ध पार्श्व गायक थे।
पार्श्व गायक, पार्श्वगायक