ଅର୍ଥ : କୌଣସି କାର୍ଯ୍ୟ, ବସ୍ତୁଆଦିର ପ୍ରଚାର କରୁଥିବା ବ୍ୟକ୍ତି
ଉଦାହରଣ :
ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଚାରକମାନେ ଦଳ ଦଳ ହୋଇ ଗ୍ରାମରେ ବୁଲୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
किसी काम, वस्तु आदि का प्रचार करने वाला व्यक्ति।
कुछ असमाजिक तत्वों ने एक विशेष दल से संबंधित प्रचारकों पर हमला कर दिया।A person who disseminates messages calculated to assist some cause or some government.
propagandistଅର୍ଥ : କୌଣସି ସିଦ୍ଧାନ୍ତ, ମତ, ବା ବିଚାରକୁ ସଂଗଠିତ ରୂପେ ପ୍ରଚାର କରିବା ବ୍ୟକ୍ତି
ଉଦାହରଣ :
ମତଦାନ ପୂର୍ବରୁ ପ୍ରଚାରକ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
किसी सिद्धांत, मत या विचारों का संगठित रूप से प्रचार करने वाला व्यक्ति।
चुनाव से पूर्व अधिप्रचारक गाँवों का दौरा कर रहे हैं।A person who disseminates messages calculated to assist some cause or some government.
propagandistଅର୍ଥ : ପ୍ରଚାର କରିବା ବ୍ୟକ୍ତି
ଉଦାହରଣ :
ଜଣେ ପ୍ରଚାରକ ନେତା ଗାଁ ଗାଁ ବୁଲି ନିଜ ଦଳପାଇଁ ପ୍ରଚାର କରୁଛି
ସମକକ୍ଷ : ପ୍ରଚାରକାରୀ
ଅନ୍ୟ ଭାଷାରେ ଅନୁବାଦ :