ଅର୍ଥ : କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ
ଉଦାହରଣ :
ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି
ସମକକ୍ଷ :
କ୍ରିୟା, ପଦ୍ଧତି, ପ୍ରଣାଳୀ
ଅନ୍ୟ ଭାଷାରେ ଅନୁବାଦ :
A particular course of action intended to achieve a result.
The procedure of obtaining a driver's license.
It was a process of trial and error.
procedure,
process